୩୧୫ ଆସନର ଟ୍ରେଣ୍ଡ, ବିଜେଡି ୨୬୩ ଆସନରେ ଆଗୁଆ Odiaଓଡ଼ିଶା By Newsroom Odisha Network On Feb 26, 2022 Share ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନର ଆଜି ଗଣତି ହେଉଥିବା ସମସ୍ତ ୩୧୫ ଜିଲ୍ଲା ପରିଷଦ ଆସନର ଟ୍ରେଣ୍ଡ ଆସିଛି । ୨୬୩ ଜୋନ୍ରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବିଜେପି ମାତ୍ର ୨୯ଟି ଜୋନ୍ରେ ଆଗରେ ରହିଛି । ୧୭ଟି ଜୋନ୍ରେ ଆଗରେ ରହିଛି କଂଗ୍ରେସ । Share FacebookTwitterGoogle+WhatsAppEmailPinterestReddIt
Comments are closed.