ଗୀତା ମାହାତ୍ମ୍ୟ: ଜ୍ଞୟଃ ସ ନିତ୍ୟସନ୍ନ୍ୟାସୀ ଯୋ ନଦ୍ଵେଷ୍ଟି ନକାଂକ୍ଷତି ନିର୍ଦ୍ୱନ୍ଦହି ମହାବାହୁଃ ସୁଖଂ ବନ୍ଧାତ ପ୍ରମୁଚ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଜ୍ଞୟଃ ସ ନିତ୍ୟସନ୍ନ୍ୟାସୀ ଯୋ ନଦ୍ଵେଷ୍ଟି ନକାଂକ୍ଷତି
ନିର୍ଦ୍ୱନ୍ଦହି ମହାବାହୁଃ ସୁଖଂ ବନ୍ଧାତ ପ୍ରମୁଚ୍ୟତେ।।

ହେ ଅର୍ଜ୍ଜୁନ ! ଯେଉଁବ୍ୟକ୍ତି କାହାଠାରେ ଦ୍ୱେଷ ରଖନ୍ତି ନାହିଁ, କି କିଛି ଆକାଂକ୍ଷା କରନ୍ତି ନାହିଁ, ସେହି କର୍ମଯୋଗୀ ନିତ୍ୟସନ୍ୟାସୀ ହେବାକୁ ଯୋଗ୍ୟ। କାରଣ ରାଗ ଦ୍ଵେଷଦି ଦ୍ଵନ୍ଦରୁ ରହିତ ପୁରୁଷ ସୁଖ ପୂର୍ବକ ସଂସାର ବନ୍ଧନରୁ ମୁକ୍ତ ହୋଇଯାଆନ୍ତି।

( ଗୀତା ୫ର୍ଥ ଅ। ୩ୟ ଶ୍ଲୋକ )

Comments are closed.