ସମ୍ବଲପୁରେ ୧୮ରୁ୧୬ରେ ବିଜେଡିର ବାଜିମାତ

ସମ୍ବଲପୁର- ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ମୋଟ ୧୮ ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୬ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଛି ।

ବାମରା ଜୋନ୍‌-୨ରେ ବିଜେଡିର କୁମୁଦିନି ନାୟକ ବିଜୟୀ । କୁଚିଣ୍ଡା ଜୋନ୍‌-୨ରେ ବିଜେପିର ଦିବ୍ୟରାଜ କିଷାନ ବିଜୟୀ । ଜମେନକିରା ଜୋନ୍-୨ରେ ବିଜେଡିର ତନୟା ଧୁରୁଆ ବିଜୟୀ । ରେଙ୍ଗାଲି ଜୋନ୍‌-୨ରେ ବିଜେଡିର ଦେବ ନାରାୟଣ ତିଓ୍ବାରୀ ବିଜୟୀ । ଧନକଉଡା ଜୋନ୍‌-୨ରେ ବିଜେଡିର ସୁଦର୍ଶନ ହରିପାଲ ବିଜୟୀ ।

ମାନେଶ୍ବର ଜୋନ୍‌-୨ରେ ବିଜେଡିର ଗୀତାଞ୍ଜଳି ପାଣ୍ଡେ ବିଜୟୀ । ଯୁଜୁମୁରା ଜୋନ୍‌-୨ରେ ବିଜେଡିର ମାଧବ ମିର୍ଧା ବିଜୟୀ । ରେଢ଼ାଖୋଲ ଜୋନ୍‌-୨ରେ ବିଜେପିର ଶରତ କୁମାର ପ୍ରଧାନ ବିଜୟୀ । ନାକଟିଦେଉଳ ଜୋନ୍‌-୨ରେ ବିଜେଡିର ଟିକେଶ୍ବରୀ ମେହେର ବିଜୟୀ ।

Comments are closed.