ପଞ୍ଚାୟତ ନିର୍ବାଚନ ଫଳାଫଳ ଅପଡେଟ

ଭୁବନେଶ୍ୱର – ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ୬୨୨ଟି ଜିଲ୍ଲା ପରିଷଦ ଜୋନର ଫଳାଫଳ ଉପଲବ୍ଧ ହୋଇଛି । ବିଜେଡି
୫୫୪ ଆସନରେ ବିଜୟୀ ହୋଇଛି ବା ଆଗୁଆ ରହିଛି । ବିଜେପି ୩୧ , କଂଗ୍ରେସ- ୩୦ ଓ ଅନ୍ୟ ୭ ଆସନରେ ବିଜୟୀ ହୋଇ ଛନ୍ତି ବା ଆଗୁଆ ଅଛନ୍ତି ।

Comments are closed.