ପଞ୍ଚାୟତ ନିର୍ବାଚନ ଫଳାଫଳ ଅପଡେଟ

ଭୁବନେଶ୍ୱର – ପଂଚାୟତ ନିର୍ବାଚନ ଫଳାଫଳ । ୮୫୧ଟି ଜିଲ୍ଲା ପରିଷଦ ଜୋନରୁ ୭୮୭ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି- ୭୦୩ , ବିଜେପି- ୪୦ ,କଂଗ୍ରେସ- ୩୭ ଓ
ଅନ୍ୟ- ୭ରେ ଆଗୁଆ ରହିଛି ।

Comments are closed.