୭୫୦ରୁ ଅଧିକ ଆସନ ଅକ୍ତିଆର କରିବ ବିଜେଡି

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନ ରେ ଏକତରଫା ଓ ବିରାଟ ବିଜୟ ନିଶ୍ଚିତ କରିଛି ବିଜେଡି । ବିରୋଧୀ ଙ୍କୁ କୈ।ଣସି ସୁଯୋଗ ଦେଇନାହିଁ ବିଜେଡି । ଆଜି ତୃତୀୟ ଦିନ ଭୋଟ ଗଣତି ଚାଲିଛି । ଏ ଯାଏ ମିଳିଥିବା ଟ୍ରେଣ୍ଡରେ ଆଗରେ ରହିଛି ବିଜେଡି । ବିଜେଡି ୭୫୦ ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି ୪୮, କଂଗ୍ରେସ ୩୬ ଏବଂ ଅନ୍ୟାନ୍ୟ ୭ଟିରେ ଆଗୁଆ/ବିଜୟୀ ରହିଛନ୍ତି ।

BJD : 750
BJP : 48
INC : 36
Others: 7

Comments are closed.