ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଖେମାଲୋଏ ପଞ୍ଚାୟତର ମାଉଲିମାଲ ଠାରେ ଆଜି ଏକ ବାଲ୍ୟବିବାହ ଉଦ୍ୟମକୁ ଜିଲ୍ଲା ପ୍ରଶାସନ ବନ୍ଦ କରିବାରେ ସଫଳ ହୋଇଛି । ବାଲ୍ୟବିବାହ ନିଷେଧ ଅଧିକାରୀ ମାଧୁରୀ ହୋତାଙ୍କ ସମେତ ଚାଇଲଡ଼ ଲାଇନ ପ୍ରତିନିଧି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ , ଉଲୁଣ୍ଡା ପୁଲିସ ସହଯୋଗ କରିଥିଲେ ।

Comments are closed.