ଗୀତା ମାହାତ୍ମ୍ୟ: ପ୍ରଲପନ ବିସୃଜନ ଗୃହନ୍ନ ଉନମିଶନ ନିମିଷଣ୍ଣପି। ଇନ୍ଦ୍ରିୟଣୀନ୍ଦ୍ରିୟାର୍ଥେଷୁ ବର୍ତ୍ତନ୍ତ ଇତି ଧାରୟନ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ହେ ଅର୍ଜ୍ଜୁନ ! ତତ୍ଵଜ୍ଞା ସାଂଖ୍ୟଯୋଗୀ କଥାକହୁଥିଲେ, ତ୍ୟାଗ କରୁଥିଲେ, ଗ୍ରହଣ କରୁଥିଲେ ତଥା ଆଖି ଖୋଲୁଥିଲେ, ବନ୍ଦ କରୁଥିଲେ, ଆଦି ସବୁକରୁଥିଲେ ବି ଇନ୍ଦ୍ରିୟମାନେ ହିଁ ନିଜ ନିଜ ଅର୍ଥରେ ପ୍ରବୃତ୍ତ ହେଉଛନ୍ତି ବୋଲି ଜାଣି ‘ ମୁଁ କିଛି କରୁନାହିଁ ‘ ବୋଲି ଭାବିବା ଉଚିତ।

( ଗୀତା ୫ମ ଅ। ୯ମ ଶ୍ଲୋକ )

Comments are closed.