ଗୀତା ମାହାତ୍ମ୍ୟ: କାୟେନ ମନସାବୁଧ୍ୟା କେଵଲୟୀରୀନ୍ଦ୍ରିୟେରପି। ଯୋଗୀନଃ କର୍ମ କୁର୍ବନ୍ତି ସଙ୍ଗମ ତ୍ୱକ୍ତାତ୍ମଶୁଦ୍ଧୟେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

କାୟେନ ମନସାବୁଧ୍ୟା କେଵଲୟୀରୀନ୍ଦ୍ରିୟେରପି।
ଯୋଗୀନଃ କର୍ମ କୁର୍ବନ୍ତି ସଙ୍ଗମ ତ୍ୱକ୍ତାତ୍ମଶୁଦ୍ଧୟେ।।

ହେ ଅର୍ଜ୍ଜୁନ ! କର୍ମଯୋଗୀମାନେ ମମତ୍ୱ ବୁଦ୍ଧି ରହିତ ହୋଇ କେବଳ ଇନ୍ଦ୍ରିୟ, ମନ,ବୁଦ୍ଧି ଓ ଶରୀର ଦ୍ୱାରା ମଧ୍ୟ ସକଳ ଆସକ୍ତି ତ୍ୟାଗକରି ଅନ୍ତଃକରଣ ର ଶୁଦ୍ଧି ନିମନ୍ତେ କର୍ମ କରନ୍ତି।

( ଗୀତା ୫ମ ଅ। ୧୧ଶ ଶ୍ଲୋକ )

Comments are closed.