ମହିଳା ଦିବସରେ ସମ୍ବର୍ଦ୍ଧିତ ହେଲେ ବୌଦ୍ଧ ଜିଲ୍ଲାର ପ୍ରଥମ ଡିଆଇପିଆରଓ

ବୌଦ୍ଧ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବୌଦ୍ଧ ଜ଼ିଲ୍ଲା ର ପ୍ରଥମ ମହିଳା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ରୀତାକାନ୍ତି ବଳିୟାର ସିଂହ ଙ୍କୁ ଉପଢୌକନ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କଲେ ଜ଼ିଲ୍ଲା ର ପ୍ରଥମ ମହିଳା ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା l ଏହି ସମାରୋହରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳା ମାନେ ଉପସ୍ଥିତ ଥିଲେ l

Comments are closed.