ଗୀତା ମାହାତ୍ମ୍ୟ: ଯୁକ୍ତ କର୍ମଫଲଂ ତ୍ୟକ୍ତ ଶାନ୍ତିମାପ୍ନୋତି ନୈଷ୍ଠୀକିମ। ଅଯୁକ୍ତ କାମକାରେଣ ଫଳେ ସକ୍ତ ନିବଦ୍ଧତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଯୁକ୍ତ କର୍ମଫଲଂ ତ୍ୟକ୍ତ ଶାନ୍ତିମାପ୍ନୋତି ନୈଷ୍ଠୀକିମ।
ଅଯୁକ୍ତ କାମକାରେଣ ଫଳେ ସକ୍ତ ନିବଦ୍ଧତେ।।

ହେ ଅର୍ଜ୍ଜୁନ ! କର୍ମଯୋଗୀ କର୍ମଫଳ ତ୍ୟାଗକରି ଭଗବଦ ପ୍ରାପ୍ତିରୂପକ ଶାନ୍ତି ଲାଭ କରନ୍ତି ଏବଂ ସକାମ ପୁରୁଷ କାମନାର ପ୍ରେରଣା ଦ୍ୱାରା ଫଳାସକ୍ତ ହୋଇ ବନ୍ଧନରେ ପଡନ୍ତି।

( ଗୀତା ୫ମ ଅ। ୧୨ଶ ଶ୍ଲୋକ )

Comments are closed.