ସୁବର୍ଣ୍ଣପୁରରେ ନୂତନ ଏସପିଙ୍କ ଯୋଗଦାନ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଅମରେଶ ପଣ୍ଡା ଯୋଗ ଦେଇଛନ୍ତି।୧୯୮୫ ରୁ ପୋଲିସ ବିଭାଗରେ ସେ ନିଯୁକ୍ତି ପାଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାଙ୍କର ଦାୟିତ୍ୱ ନିର୍ବାହ କରିଥିବା ବେଳେ ସବୁସମୟରେ ଜନସାଧାରଣଙ୍କ ସେବା ଓ ସୁରକ୍ଷାକୁ ପ୍ରାଥମିକତା ଦେଇଆସିଥିବା ସେ ପ୍ରକାଶ କରିଛନ୍ତି ।

Comments are closed.