ଗୀତା ମାହାତ୍ମ୍ୟ: ଜ୍ଞାନେନ ତୁ ତଦଜ୍ଞାନଂ ଯେଷମ ନାଶିତ ମାତ୍ମନଃ ତେଷାମାଦିତ୍ୟବକଜ୍ଞାନଂ ପ୍ରକାଶୟତି ତତ୍ପରମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ଜ୍ଞାନେନ ତୁ ତଦଜ୍ଞାନଂ ଯେଷମ ନାଶିତ ମାତ୍ମନଃ
ତେଷାମାଦିତ୍ୟବକଜ୍ଞାନଂ ପ୍ରକାଶୟତି ତତ୍ପରମ।।

ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ସେହି ଅଜ୍ଞାନ ପରମାତ୍ମା ଙ୍କର ତତ୍ତ୍ୱଜ୍ଞାନ ଦ୍ୱାରା ନଷ୍ଟ କରାଯାଇଛି, ସେମାନଙ୍କର ଜ୍ଞାନ ସୂର୍ଯ୍ୟ ସଦୃଶ ସେହି ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କୁ ପ୍ରକାଶିତ କରିଦିଏ।

( ଗୀତା ୫ମ ଅ। ୧୬ଶ ଶ୍ଲୋକ )

Comments are closed.