ଗୀତା ମାହାତ୍ମ୍ୟ: ତଦବୁଦ୍ଧୟସ୍ତଦାତ୍ମାନସ୍ତନିଷ୍ଠସ୍ତତପରାୟଣ। ଗଛନ୍ତ୍ୟ ପୁନରାବୃତ୍ତିମ ଜ୍ଞାନନିର୍ଧୂତକଲ୍ମଷା।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ତଦବୁଦ୍ଧୟସ୍ତଦାତ୍ମାନସ୍ତନିଷ୍ଠସ୍ତତପରାୟଣ।
ଗଛନ୍ତ୍ୟ ପୁନରାବୃତ୍ତିମ ଜ୍ଞାନନିର୍ଧୂତକଲ୍ମଷା।।

ହେ ଅର୍ଜ୍ଜୁନ ! ଯେଉଁମାନଙ୍କର ମନ ତଦୃପ ହୋଇ ଯାଇଛି,ଯେଉଁମାନଙ୍କର ବୁଦ୍ଧି ତଦୃପ ହୋଇ ଯାଇଛି, ଓ ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କ ଠାରେ ହିଁ ଯେଉଁମାନେ ନିରନ୍ତର ଏକି ଭାବରେ ସ୍ଥିତ ଅଟନ୍ତି, ଏତାଦୃଶ ତତ ପରାୟଣ ପୁରୁଷମାନେ ସେହି ଅଜ୍ଞାନ ପରମାତ୍ମା ଙ୍କର ତତ୍ତ୍ୱଜ୍ଞାନ ଦ୍ୱାରା ଜ୍ଞାନଦ୍ୱାରା ପାପରହିତ ହୋଇ ଅର୍ଥାତ ପରମ ଗତି ପ୍ରାପ୍ତ ହୁଅନ୍ତି।

( ଗୀତା ୫ମ ଅ। ୧୭ଶ ଶ୍ଲୋକ )

Comments are closed.