ଗୀତା ମାହାତ୍ମ୍ୟ: ନ ପ୍ରହ୍ୟୁଷ୍ୟତପ୍ରିୟମ ପ୍ରାପ୍ୟ ନୋଦ୍ଵିଜେତପ୍ରାପ୍ୟ ଚା ପ୍ରିୟମ। ସ୍ଥିରବୁଦ୍ଧିରସଂମୂଢୋ ବ୍ରହ୍ମବିଦ ବ୍ରହ୍ମଣୀ ସ୍ଥିତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ନ ପ୍ରହ୍ୟୁଷ୍ୟତପ୍ରିୟମ ପ୍ରାପ୍ୟ ନୋଦ୍ଵିଜେତପ୍ରାପ୍ୟ ଚା ପ୍ରିୟମ।
ସ୍ଥିରବୁଦ୍ଧିରସଂମୂଢୋ ବ୍ରହ୍ମବିଦ ବ୍ରହ୍ମଣୀ ସ୍ଥିତଃ।।

ହେ ଅର୍ଜ୍ଜୁନ ! ଯେଉଁବ୍ୟକ୍ତି ପ୍ରିୟବସ୍ତୁ ପ୍ରାପ୍ତ ହୋଇ ହର୍ଷିତ ହୁଅନ୍ତି ନାହିଁ, କି ଅପ୍ରିୟ ବସ୍ତୁ ପ୍ରାପ୍ତ ହୋଇ ଉଦ୍ବିଗ୍ନ ହୁଅନ୍ତି ନାହିଁ, ସେହି ସ୍ଥିରବୁଦ୍ଧି ସଂଶୟ ରହିତ ବ୍ରହ୍ମବେତ୍ତା ପୁରୁଷ ସଚ୍ଚିଦାନନ୍ଦଘନ ପରଂ ବ୍ରହ୍ମ ପରମାତ୍ମାରେ ଏକୀ ଭାବରେ ନିତ୍ୟସ୍ଥିତ ଅଟନ୍ତି।

( ଗୀତା ୫ମ ଅ। ୨୦ଶ ଶ୍ଲୋକ )

Comments are closed.