ଭିଜିଲାନ୍ସ ଜାଲରେ ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର-ଭିଜିଲାନସ ଜାଲରେ ଆଉ ଜଣେ ଯନ୍ତ୍ରୀ । କେନ୍ଦୁଝର ବୈତରଣୀ କେନାଲ ଡିଭିଜନ ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ଚଢାଉ। କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଜିଲ୍ଲାର ୮ଟି ଟିମ୍‌ ଚଢ଼ାଉ ଚାଲିଛି । କେନ୍ଦୁଝର ଶାଳପଡ଼ାସ୍ଥିତ କାର୍ଯ୍ୟାଳୟ ଓ ଘରେ ଚଢାଉ ଜାରି ରହିଛି ।

Comments are closed.