ଠକ ଡାକ୍ତର ରମେଶର ଡ୍ରାଇଭର ପପୁକୁ ୫ ଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର- ୫ ଦିନିଆ ପୋଲିସ ରିମାଣ୍ଡରେ ଠକ ଡାକ୍ତର ରମେଶର ଗିରଫ ଡ୍ରାଇଭର ପପୁ । ଆଜିଠୁ ପପୁକୁ ରିମାଣ୍ଡରେ ଆଣି ଜେରା କରିବ ପୋଲିସ । ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ତେବେ, ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର SDJM କୋର୍ଟ । ଏଣେ ଆସନ୍ତା କାଲି ରମେଶର ଆସିପାରେ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ।

Comments are closed.