ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ Odiaଓଡ଼ିଶା By Newsroom Odisha Network On Mar 22, 2022 Share ବାଣପୁର- ବାଣପୁରରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଛନ୍ତି ଅଭିଯୁକ୍ତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଛାଡ ପାଇଲା ପରେ ତାଙ୍କୁ ଗିରଫ କରିଥିଲା ବାଣପୁର ପୋଲିସ । ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ବିଧାୟକଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ପୋଲିସ । Share FacebookTwitterGoogle+WhatsAppEmailPinterestReddIt
Comments are closed.