ସୁବାସ ସିଂ, ସୁଲୋଚନା ଦାସ ଆଗୁଆ

ଭୁବନେଶ୍ୱର- କଟକ ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗରେ ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥିନି ସୁଲୋଚନା ଦାସ ଆଗୁଆ ରହିଛନ୍ତି ।

Comments are closed.