ବିଜେଡି ୯୪୬ ଓ ବିଜେପି ୨୨୬ ଆସନରେ ଆଗୁଆ

ଭୁବନେଶ୍ୱର- ପୌର ନିର୍ବାଚନ ଫଳାଫଳରେ କାଉନସିଲର ଓ ଜକର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୯୪୬ ଆସନରେ ବିଜେଡି ଆଗୁଆ ଥିବାବେଳେ ୨୨୬ ଆସନରେ ବିଜେପି ଆଗୁଆ ରହିଛି । ୯୦ଟି ଆସନରେ କଂଗ୍ରେସ ଓ ୭୭ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

Comments are closed.