୨ ଲକ୍ଷ କୋଟିର ବଜେଟକୁ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୨ ଲକ୍ଷ କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ କରାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପ୍ରାୟ ୨ ଲକ୍ଷ କୋଟିର ବଜେଟକୁ ଅନୁମୋଦନ କରାଯାଇଛି । ଆସନ୍ତା ୩୦ରେ ଗୃହରେ ଉପସ୍ଥାପନ ହେବ କାମଚଳା ବଜେଟ୍ ।

Comments are closed.