ବରଗଡ଼ ଏସ.ପି ରାହୁଲ ଜୈନ ଡିଜିପି ଆୱାର୍ଡ଼ ପାଇଁ ମନୋନୀତ

ବରଗଡ଼:ବରଗଡ଼ ଜିଲ୍ଲା ଏସପି ରାହୁଲ ଜୈନ ଡିଜିପି ଆୱାର୍ଡ଼ ସକାଶେ ମନୋନୀତ ହୋଇଛନ୍ତି । ତାଙ୍କ ସହ ବରଗଡ ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ସୁଧିର ଭୋଇ ମଧ୍ୟ ଡିଜିପି ଆୱାର୍ଡ଼ ପାଇବେ । ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ଆଧାର କରି ବରଗଡ ଜିଲ୍ଲା ର ଏଇ ଦୁଇଜଣଙ୍କୁ ଏଇ ଆୱାର୍ଡ଼ ଆସନ୍ତା ଅପ୍ରେଲ ୦୧ ତାରିଖ ଭୁବନେଶ୍ୱର ଠାରେ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପୋଲିସ ଭବନ କକ୍ଷରେ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Comments are closed.