ଖରା ଛୁଟିରେ ବି ହେବ ପାଠପଢ଼ା

ଭୁବନେଶ୍ୱର- ଚଳିତ ବର୍ଷ ଗ୍ରୀଷ୍ମକାଳୀନ ଛୁଟି ସମୟରେ ବି ସ୍କୁଲରେ ପାଠପଢ଼ା ହେବ । ଗ୍ରୀଷ୍ମକାଳୀନ ଛୁଟିରେ ପାଠପଢ଼ାଇବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

କୋଭିଡ୍‌ ଯୋଗୁ ବାକି ରହିଥିବା କୋର୍ସ ଶେଷ କରାଯିବ । ଖରାଛୁଟିରେ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି ।

Comments are closed.