ଶ୍ରୀରାମ ଚରିତ ମାନସ: ଜଟା ମୁକୁଟ ସୁରସରିତ ସିର ଲୋଚନ ନଲିନ ବିସାଲ । ନୀଲକଂଣ୍ଠ ଲାବନ୍ୟନିଧି ସୋହ ବାଲବିଧୁ ଭାଲ ॥

॥ ବାଲ କାଣ୍ଡ ॥

ଜଟା ମୁକୁଟ ସୁରସରିତ ସିର ଲୋଚନ ନଲିନ ବିସାଲ ।
ନୀଲକଂଣ୍ଠ ଲାବନ୍ୟନିଧି ସୋହ ବାଲବିଧୁ ଭାଲ ॥

ଭାବାର୍ଥ:- ତାଙ୍କ ମୁଣ୍ଡ ଉପରେ ମୁକୁଟ ସଦୃଶ ଜଟାଆଉ ତି ଉପରେ ଗଙ୍ଗା ମାତା ଶୋଭାୟମାନ ଥିଲେ । ପଦ୍ମ ପାଖୁଡା ସଦୃଶ ବଡ ବଡ ଆଖି ଥିଲା । ତାଙ୍କର ନୀଳକଣ୍ଠ ଥିଲା ଆଉ ସମସ୍ତ ସୌନ୍ଦର୍ଯ୍ୟର ଭଣ୍ଡାର ଥିଲେ । ତାଙ୍କ ମୁଣ୍ଡରେ ଦ୍ବିତୀୟା ର ଚନ୍ଦ୍ରମା ଶୋଭା ପାଉଥିଲା ।

Comments are closed.