ଶ୍ରୀରାମ ଚରିତ ମାନସ: ବୈଠେ ସୋହ କାମରିପୁ କୈସେଂ । ଧରୈଂ ସରୀରୁ ସାଂତରସୁ ଜୈସେଂ ॥ ପାରବତୀ ଭଲ ଅବସରୁ ଜାନୀ । ଗଈ ସଂଭଙ ପହିଂ ମାତୁ ଭବାନୀ ॥
॥ ବାଲ କାଣ୍ଡ ॥
ବୈଠେ ସୋହ କାମରିପୁ କୈସେଂ ।
ଧରୈଂ ସରୀରୁ ସାଂତରସୁ ଜୈସେଂ ॥
ପାରବତୀ ଭଲ ଅବସରୁ ଜାନୀ ।
ଗଈ ସଂଭଙ ପହିଂ ମାତୁ ଭବାନୀ ॥
ଭାଵାର୍ଥ :- କାମଦେବଙ୍କ ଶତ୍ରୁ ଶ୍ରୀଶିବ ସେହି ବଟ ବୃକ୍ଷ ତଳେ ବସି ଶୋଭାୟମାନ ଥିଲେ, ସତେ ଯେପରି ଶାନ୍ତଶୀତଳ ରସ ସୁନ୍ଦର ଶରୀର ଧାରଣ କରି ବସିଛନ୍ତି । ପ୍ରଭୁଙ୍କର ଶାନ୍ତ ରୁପ ଭଲ ସୁଜୋଗ ଜାଣିପାରି ଶୀବପତ୍ନୀ ମାତା ପାର୍ବତୀ ଶ୍ରୀଶିବଙ୍କ ନିକଟକୁ ଗଲେ ।
Comments are closed.