ଶ୍ରୀମନ୍ଦିରରେ ରୋଷଘରେ ଭଙ୍ଗାରୁଜା Odiaଓଡ଼ିଶା By Newsroom Odisha Network On Apr 3, 2022 Share ପୁରୀ- ଶ୍ରୀମନ୍ଦିରରେ ୮୦ରୁ ଅଧିକ ଚୁଲା ଭଙ୍ଗାରୁଜା ହୋଇଛି । ୮୦ଟି ଚୁଲାକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଗତକାଲି ଧୋପଖାଳ ବେଳେ ଚୁଲା ଭଙ୍ଗା ହୋଇଥିବା ଆଶଙ୍କା କରାଯାଉଛି । ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନର ତଦନ୍ତ ଆରମ୍ଭ ହୋଇଛି । Share FacebookTwitterGoogle+WhatsAppEmailPinterestReddIt
Comments are closed.