କୁବେର ଆରଏମସି ଇନ୍ସପେକ୍ଟର ଗିରଫ

ବରଗଡ଼ – ବରଗଡ଼ ସର୍ଗିପାଲି ଆର ଏମସି ଇନ୍ସପେକ୍ଟର ବନମାଳୀ ନାଏକଙ୍କୁ ଗିରଫ କଲା ଭିଜିଲାନ୍ସ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଚଢ଼ାଉ କରି ବନମାଳୀ ନାଏକଙ୍କ ୨.୭୧ କୋଟିର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଗତକାଲି ବନମାଳୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

Comments are closed.