୧୫ ଦିନରେ ୧୩ ଥର ବଢିଲା ତେଲ ଦର

ନୂଆଦିଲ୍ଲୀ- ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଗତ ୧୫ ଦିନ ଭିତରେ ୧୩ ଥର ପାଇଁ ବଢ଼ିଛି ତେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୧୧୧.୬୪ ଓ ଡିଜେଲ ୧୦୧.୩୯ ପଇସା ହୋଇଛି । ଏ ଯାଏଁ ୯ ଟଙ୍କାରୁ ଅଧିକ ବଢ଼ିଛି ତେଲ ଦର । ୨୨ ମାର୍ଚ୍ଚରୁ ତୈଳ ଦର ବଢିବା ଆରମ୍ଭ ହୋଇଛି ।

Comments are closed.