ଦମୟନ୍ତୀ ମାଝୀ ହେଲେ ସିଏମସି ଡେପୁଟି ମେୟର

କଟକ – ଦମୟନ୍ତୀ ମାଝୀ କଟକ ମହାନଗର ନିଗମର ଡେପୁଟି ମେୟର ନିର୍ବାଚିତ ହୋଇଛନ୍ତି । କଟକ ୪୯ ନମ୍ବର ୱାର୍ଡର କର୍ପୋରେଟର ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ଦମୟନ୍ତୀଙ୍କୁ ନିଜର ଡେପୁଟି ମେୟର ପ୍ରାର୍ଥୀ କରିଥିଲା ବିଜେଡି । ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ସିଏମସିର ସର୍ଵ କନିଷ୍ଠ କର୍ପୋରେଟର ଦମୟନ୍ତୀ ।

Comments are closed.