ମହାକାଳପଡ଼ାରେ ଗ୍ରାମବାସୀ -ଡକାୟତ ମୁହାମୁହିଁ

କେନ୍ଦ୍ରାପଡ଼ା- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତନ୍ତିଆପାଳ ଥାନା କାକଟପୁର ଗାଁରେ ଡକାୟତମାନେ ଲୁଟ୍ କରିଛନ୍ତି । ଫାଙ୍କା ଗୁଳିଚାଳନା ସହ ଭୁଜାଲିରେ ଆକ୍ରମଣ କରି ୧.୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୁନା ଅଳଙ୍କାର ବି ଲୁଟ୍‌ ହୋଇଛି । ଆକ୍ରମଣରେ ଆହତ ହୋଇ ଗୋଟିଏ ପରିବାରର ୪ ସଦସ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

୨ ଡକାୟତଙ୍କୁ କାବୁ କରିଛନ୍ତି ପରିବାର ଓ ସ୍ଥାନୀୟ ଲୋକ । ୪ ଜଣ ଫେରାର ହୋଇଯାଇଛନ୍ତି

Comments are closed.