ପାଠ ପଢ଼ାଇଲେ ଜିଲ୍ଲାପାଳ

ମାଲକାନଗିରି – ସ୍ବାଭିମାନ ଅଞ୍ଚଳରେ ଅଙ୍ଗନବାଡ଼ିରେ ପାଠ ପଢାଇଲେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଯନ୍ତାପାଇ, ଟୋଟାଗୁଡ଼ା, ବିଦରପକନା ଓ ହନ୍ତାଳଗୁଡ଼ାକୁ ଜିଲ୍ଲାପାଳ ଗସ୍ତ କରିଛନ୍ତି ।ଅଙ୍ଗନବାଡ଼ିରେ ପିଲାଙ୍କ ଖାଦ୍ୟ ଓ ପାଠପଢ଼ାର ସ୍ଥିତି ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ।

Comments are closed.