ଆମେରିକାରେ ମେଟ୍ରୋ ଷ୍ଟେସନରେ ଗୁଳିମାଡ଼

ବ୍ରୁକଲିନ – ଆମେରିକାର ଏକ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ବ୍ରୁକ୍‌ଲିନ୍‌ ସବୱେରେ ହୋଇଛି ଗୁଳିମାଡ଼ । ଭାରତୀୟ ସମୟ ମଙ୍ଗଳବାର ସକାଳେ ହୋଇଛି ଗୁଳିମାଡ଼, ଗୁଳିମାଡ଼ରେ ଅନେକ ମୃତାହତ ହୋଇଥିବା ସୂଚନା ।

Comments are closed.