ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବହୁରି କହହୁ କରୁନାୟତନ କୀହ୍ନ ଜୋ ଅଚରଜ ରାମ ।
ପ୍ରଜାସହିତ ରଘୁବଂସମନି କିମି ଗବନେ ନିଜଧାମ ॥

ଭାବାର୍ଥ :- ହେ କୃପାଧାମ ! ପୁଣି ସେହି ଅଦ୍ଭୁତ କଥା ପ୍ରସଙ୍ଗ ଟି କୁହନ୍ତୁ, ରଘୁକୁଳ ଶିରୋମଣି ପ୍ରଭୁ ଶ୍ରୀରାମଚନ୍ଦ୍ର କେଉଁ ପ୍ରକାରେ ନିଜ ପ୍ରଜାଙ୍କ ସହିତ ନିଜ ଧାମକୁ ଗଲେ ।

Comments are closed.