ସୁବର୍ଣ୍ଣପୁର ଆଜି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୪୪ ଡିଗ୍ରୀ ସହ ସୁବର୍ଣ୍ଣପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ୪୨ ଡିଗ୍ରୀ ଉପରେ ୪ ସହର ରହିଛି ।

ବଲାଙ୍ଗିର-୪୨.୮
ବାରିପଦା-୪୨.୪
ଝାରସୁଗୁଡ଼ା-୪୨.୨
ଅନୁଗୁଳ-୪୧.୭
ତାଳଚେର-୪୧.୮
ଟିଟିଲାଗଡ଼-୪୧.୫
ସୁନ୍ଦରଗଡ଼-୪୧.୫
ପାରଳାଖେମୁଣ୍ଡି-୪୧
ସମ୍ବଲପୁର-୪୦.୮
ନୟାଗଡ଼-୪୦.୫
ବାଲେଶ୍ବର-୪୦
ଛତ୍ରପୁର-୪୦
ମାଲକାନଗିରି-୪୦

Comments are closed.