କଟକ – ମାହାଙ୍ଗା ନରସଂହାର ମାମଲାରେ ଆଜି ହେବ କ୍ରାଇମ୍‌ ରିକ୍ରିଏସନ୍‌

କଟକ – ମାହାଙ୍ଗା ନରସଂହାର ଘଟଣାର ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ରିମାଣ୍ଡରେ ଆଣିଛି ପୋଲିସ । ତିନିଦିନିଆ ରିମାଣ୍ଡର ଆଜି ଦ୍ୱିତୀୟ ଦିନରେ ଅଭିଯୁକ୍ତ ଶିବପ୍ରସାଦ ସାହୁକୁ
ଜେରା କରିବାର ଯୋଜନା ରଖିଛି ପୋଲିସ । ଆଜି ସକାଳେ ଶିବକୁ କ୍ରାଇମ୍‌ ରିକ୍ରିଏସନ୍‌ ପାଇଁ ଘଟଣାସ୍ଥଳକୁ ନିଆଯିବ।

Comments are closed.