ଭିଜିଲାନ୍ସ ଜାଲରେ ବରଗଡ଼ ଏଡ଼ିଏମଓ

ବରଗଡ଼: ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ଫୁଡ଼ ସେଫଟି ଲାଇସେନ୍ସ କରିଦେବା ପାଇଁ ଜଣେ ଦୋକାନୀ ଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ତାଙ୍କ ବିରୋଧରେ ଏକ ମାମଲା (ନଂ-୧୭/୨୨) ରୁୁଜୁ କରି ଭିଜିଲାନ୍ସ ୨ଟି ସ୍ଥାନରେ ଚଢାଉ ଜାରି ରଖିଛି।

Comments are closed.