ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

କହହିଂ ସୁନହିଂ ଅସ ଅଧମ ନର ଗ୍ରସଜ ଜେ ମୋହ ପିସାଚ ।
ପାଷଂଡୀ ହରି ପଦ ବିମୁଖ ଜାନହିଂ ଝୁଠ ନ ସାଚ ॥

ଭାବାର୍ଥ :- ଯେଉଁ ମନୁଷ୍ୟ ମାନେ ମୋହ ରୂପକ ପିଶାଚ କବଳିତ ପାଖଣ୍ଡି ଅଟନ୍ତି, ଭଗବାନଙ୍କ ଶ୍ରୀଚରଣର ବିମୁଖ ଅଟନ୍ତି ଏବଂ ମିଛ ସତ୍ ର ପ୍ରଭେଦ ଆଦି କିଛି ଜାଣିପାରନ୍ତି ନାହିଁ, ଏପରି ଅଧମ ମନୁଷ୍ୟମାନେ ହିଁ ଏପରି ସଂଶୟ ଯୁକ୍ତ କଥା କୁହନ୍ତି ଆଉ ଶୁଣନ୍ତି ।

Comments are closed.