ଜୁନରେ ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ

କଟକ – ବାରବାଟୀରେ ପୁଣି ଖେଳାଯିବ ଆନ୍ତର୍ଜାତିକ କ୍ରିକେଟ । ଏ ବର୍ଷ ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ବାରବାଟୀରେ ଖେଳାଯିବ । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର ହୋଇଥିଲା । କରୋନା କଟକଣା କାରଣରୁ ଏହି ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର ହୋଇଥିଲା ।

Comments are closed.