ବିଜେଡିରୁ ଦୁଇ ନେତା ସସ୍‌ପେଣ୍ଡ

ଭୁବନେଶ୍ୱର -ଦଳ ବିରୋଧୀ କାମ ପାଇଁ ଦୁଇ BJD ନେତା ସସ୍‌ପେଣ୍ଡ ‌ହୋଇଛନ୍ତି । ପାରଳାଖେମୁଣ୍ଡି ଟାଉନ ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ଓ ଗଜପତି ଜିଲ୍ଲା ବିଜେଡି ଉପସଭାପତି କେ. ଆପ୍ପାରାଓ ସସ୍‌ପେଣ୍ଡ ହୋଇଛନ୍ତି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସସ୍‌ପେଣ୍ଡ କରାଯାଇଥିବା BJD ଗଣମାଧ୍ୟମ ସାଧାରଣ ସଂପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments are closed.