ମାଟ୍ରିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର – ହିଟ୍ ଓ୍ବେଭ ଯୋଗୁଁ ମାଟ୍ରିକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମଧ୍ୟମାର କିଛି ପରୀକ୍ଷା ସକାଳ ସିଟିଂରେ କରାଯିବ । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୋଟ ୫ ଲକ୍ଷ ୮୫ ହଜାର ୭୩୦ ପିଲା ଏଥର ପରୀକ୍ଷା ଦେବେ ।

ସମସ୍ତ ପୋଲିସ ଷ୍ଟେସନରେ ରହିବ ପରୀକ୍ଷା ପତ୍ର । ପରୀକ୍ଷା ଦିନ ସକାଳୁ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ମନା ହୋଇଥିବା ବେଳେ ସବୁ ନୋଡାଲ ସେଣ୍ଟରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Comments are closed.