ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ହରଷ ବିଷାଦ ଗ୍ୟାନ ଅଗ୍ୟାନା ।
ଜୀବ ଧର୍ମ ଅହମିତି ଅଭିମାନା ॥
ରାମ ବ୍ରହ୍ମ ବ୍ୟାପକ ଜଗ ଜାନା ।
ପରମାନନ୍ଦ ପରେସ ପୁରାନା ॥

ଭାବାର୍ଥ :- ଆନନ୍ଦ, ଦୁଃଖ, ଜ୍ଞାନ, ଅଜ୍ଞାନ, ଅହଂକାର ଆଉ ଅଭିମାନ – ଏଗୁଡିକ ସବୁ ସାଧାରଣ ପ୍ରାଣୀର ସ୍ବଭାବିକ ଧର୍ମ । ପ୍ରଭୁ ଶ୍ରୀରାମଚନ୍ଦ୍ର ବ୍ୟାପକ ଦୃଷ୍ଟିରେ ପରଂବ୍ରହ୍ମ, ପରମାନନ୍ଦ ସ୍ବରୁପ, ପରାତ୍ପର – ସର୍ବଶ୍ରେଷ୍ଠ ଆଉ ପୁରାଣ ପୁରୁଷ ଅଟନ୍ତି । ଏହି କଥା ପ୍ରସଙ୍ଗକୁ ସାରା ଜଗତର ମୁନୀ ଜ୍ଞାନୀ ଜାଣିଛନ୍ତି ।

Comments are closed.