ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ

ଫୁଲବାଣୀ -ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ପାରିବାରିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଦେଇ ପାରି ନଥିଲେ ବିଧାୟକ ।

ରାଜନୈତିକ ବ୍ୟସ୍ତତା ଯୋଗୁଁ ସମୟ ବାହାର କରି ପାରି ନଥିଲେ । ତେଣୁ ଏଥର ମାଟ୍ରିକ ପରୀକ୍ଷା ଦେଉଛନ୍ତି ବିଧାୟକ ।

Comments are closed.