ବୀଭତ୍ସ : ୩ ଶିଶୁଙ୍କୁ ହାଣି ହତ୍ୟା କଲା ବାପା

ସୁନ୍ଦରଗଡ- ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବୀଭତ୍ସ କାଣ୍ଡ । ଗୋଟିଏ ପରିବାରର ୩ ଜଣ ଶିଶୁଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି ବାପା । ମଦ ନିଶାରେ ୩ ଶିଶୁଙ୍କୁ ହତ୍ୟା କରି ମୃତଦେହ କୂଅକୁ ଫିଙ୍ଗିଥିବା ଅଭିଯୋଗ ହୋଇଛି। ୨ ଶିଶୁଙ୍କ ମଧ୍ୟରେ ୨ ଝିଅ ଓ ଜଣେ ପୁଅ ଥିବା ସୂଚନା । ଅଭିଯୁକ୍ତ ବାପା ଫେରାର ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Comments are closed.