ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ୱୟ କମିଟି ବୈଠକ

ଭୁବନେଶ୍ୱର – ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମନ୍ବୟ କମିଟି ବୈଠକ । ପୁରୀ ଜିଲାପାଳ ସମର୍ଥ ବର୍ମାଙ ଅଧ୍ୟକ୍ଷତାରେ ବସିବ ସମନ୍ଵୟ କମିଟି ବୈଠକ । ବୈଠକରେ
ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ ଓ ଗମନାଗମନ ନେଇ ହେବ ଆଲୋଚନା ହେବ । ରଥଯାତ୍ରା ନୀତି ଶୃଙ୍ଖଳିତ କରିବା ନେଇ ହେବ ମଧ୍ୟ ଆଲୋଚନା ହେବ ।

Comments are closed.