ଲାଞ୍ଚ ନେବାବେଳେ ଧରାପଡିଲେ ଅତିରିକ୍ତ ତହସିଲଦାର

କୁଚିଣ୍ଡା – ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଅତିରିକ୍ତ ତହସିଲଦାର । ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଅତିରିକ୍ତ ତହସିଲଦାର ସାରଦା ମହାରଣା। ଜଣେ ବ୍ୟକ୍ତିଙ୍କ ଜବତ ଗାଡ଼ି ଉପରେ ପଡ଼ିଥିବା ଜୋରିମାନା ପରିମାଣ କମାଇବା ପାଇଁ ଆଜି ସନ୍ଧ୍ୟାରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସର ଟିମ୍ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Comments are closed.