ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ

ବ୍ରହ୍ମପୁର – ବାତ୍ୟା ଓ ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।

ଦୁଇ ଦିନ ଧରି ବନ୍ଦ ରହିବ ଗୋପାଳପୁର ସମୁଦ୍ର ବେଳାଭୂମି । ଆଜି ଓ ଆସନ୍ତାକାଲି ଗୋପାଳପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ତାରାତାରିଣୀ ମନ୍ଦିର ।

Comments are closed.