ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜରୁରୀ ହେଲ୍ପଲାଇନ ନମ୍ୱର ଜାରି

ବ୍ରହ୍ମପୁର – ବାତ୍ୟା ଅସାନି ଜନିତ ପରିସ୍ଥିତିର ମୁକାବିଲା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜରୁରିକାଳୀନ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି । ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର ହେଲା -୭୩୨୬୮୩୭୩୨୯ ।

Comments are closed.