ମା’ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ନବୀନ

ଭୁବନେଶ୍ୱର – ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆସନ୍ତା ୧୮ ତାରିଖରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏଥିସହ ବହୁସଂଖ୍ୟାରେ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ ।

Comments are closed.