ବ୍ରଜରାଜନଗର ଉପନିର୍ବାଚନ: ବିଜେଡିର ଚାରିନେତାଙ୍କୁ କେନ୍ଦ୍ରୀୟ କମିଟି ଦାୟିତ୍ଵ

ଭୁବନେଶ୍ୱର – ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଚାରି ନେତାଙ୍କୁ କେନ୍ଦ୍ରୀୟ କମିଟି ଦାୟିତ୍ବ ଦିଆଯାଇଛି । ୪ ବରିଷ୍ଠ ନେତାଙ୍କୁ ନିର୍ବାଚନୀ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି କେନ୍ଦ୍ରୀୟ କମିଟିରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ଅରୁଣ ସାହୁ ସଦସ୍ୟ ଅଛନ୍ତି ।

Comments are closed.