ଗୀତା ମାହାତ୍ମ୍ୟ: ଯଦା ହି ନେନ୍ଦ୍ରିୟର୍ଥେଷୁ ନ କର୍ମସ୍ବନୁଷଜ୍ଜ୍ଵତେ।ସର୍ଵସଂକଳ୍ପ ସନ୍ନ୍ୟାସୀ ଯୋଗାରୂଢ ସ୍ତଦୋଚ୍ୟତେ।

ଗୀତା ଉପଦେଶ ( ଆତ୍ମସଂଯମ ଯୋଗ ): ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାଭିନ ଶ୍ରୀକୃଷ୍ଣ ଷଷ୍ଠମଅଧ୍ୟାୟ ରେ ଆତ୍ମସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : –

ହେ ଅର୍ଜ୍ଜୁନ ! ପୁରୁଷ ଯେତେବେଳେ ଇନ୍ଦ୍ରିୟ ମାନଙ୍କର ଭୋଗରେ ଓ କର୍ମ ମାନଙ୍କରେ ମଧ୍ୟ ଆସକ୍ତ ହୁଅନ୍ତି ନାହିଁ, ସେତେବେଳେ ସେହି ସର୍ଵ ସଂକଳ୍ପ ତ୍ୟାଗୀ ଯୋଗାରୂଢ ବୋଲି କଥିତ ହୁଅନ୍ତି।
( ଗୀତା ୬ଷ୍ଠ ଅ। ୪ର୍ଥ ଶ୍ଲୋକ )

Comments are closed.